କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୫୯ ।

0 142

ଫୁଲବାଣୀ ,ତା-୦୧/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୨,୨୨,୭୩୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୮୫,୭୦୦, ଚିକିତ୍ସିତ ସଂଖ୍ୟା ୩୬,୧୨୨, ମୃତ ସଂଖ୍ୟା ୮୫୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୯ ସହ କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪,୫୪୮, ସୁସ୍ଥ ସଂଖ୍ୟା ୩,୮୭୮,ଚିକିତ୍ସିତ ସଂଖ୍ୟା ୬୪୭ ଏବଂ ମୃତ ସଂଖ୍ୟା ୨୩ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୧୫ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୯ ବୋଲି ଜଣାପଡିଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Leave A Reply

Your email address will not be published.