କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୨ ।

0 162

ଫୁଲବାଣୀ,୦୮/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୯୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୮,୬୯୮, ଚିକିତ୍ସିତ ସଂଖ୍ୟା ୧୫,୧୮୮, ମୃତ ସଂଖ୍ୟା ୨୫୯ ଓ ଅନ୍ଯ ମୃତ ସଂଖ୍ୟା ୪୮ । କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୪୦, ସୁସ୍ଥ ସଂଖ୍ୟା ୪୪୨,ଚିକିତ୍ସିତ ସଂଖ୍ୟା ୩୯୩ ଏବଂ ମୃତ ସଂଖ୍ୟା ୦୫ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୪୩ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୨ ବୋଲି ଜଣାପଡିଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.