ଫୁଲବାଣୀ ,ତା-୨୬/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୨,୦୫,୪୫୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୬୫,୪୩୨, ଚିକିତ୍ସିତ ସଂଖ୍ୟା ୩୯,୧୮୪, ମୃତ ସଂଖ୍ୟା ୭୮୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୯୧ ସହ କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪,୧୮୧, ସୁସ୍ଥ ସଂଖ୍ୟା ୩,୩୯୫,ଚିକିତ୍ସିତ ସଂଖ୍ୟା ୭୬୫ ଏବଂ ମୃତ ସଂଖ୍ୟା ୨୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୩୫୬ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୧ ବୋଲି ଜଣାପଡିଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)