ଫୁଲବାଣୀ ,ତା-୦୩/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଧଖ୍ୟା ୧,୧୩,୪୧୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୮୪,୭୧୪, ଚିକିତ୍ସିତ ସଂଖ୍ୟା ୨୮,୭୬୩, ମୃତ ସଂଖ୍ୟା ୫୨୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୪ ସହ କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୩୦୧, ସୁସ୍ଥ ସଂଖ୍ୟା ୧,୯୬୬,ଚିକିତ୍ସିତ ସଂଖ୍ୟା ୩୨୩ ଏବଂ ମୃତ ସଂଖ୍ୟା ୧୨ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୩୧ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୪ ବୋଲି ଜଣାପଡିଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।