କଟକ ସଦର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ସହାୟତା।

0 231

କଟକ,୧୧/୧୧(ପିପିଟି);କଟକ ସଦର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ , କଟକ ତରଫରୁ କୋଭିଡ୍ ପ୍ରପୀଡ଼ିତ ଲୋକ ମାନଙ୍କ ସାହାଯ୍ୟାର୍ଥେ ଟ.୧୦, ୪୨,୯୧୨/-(ଦଶ ଲକ୍ଷ ବୟାଳିଶ ହଜାର ନଅଶହ ବାର ଟଙ୍କା ମାତ୍ର)ମୁଖ୍ଯମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ କଟକ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି ଚେକ୍ ପ୍ରଦାନ ବେଳେ କାର୍ଯ୍ଯାଳୟର ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୀପ୍ତିମୟୀ ଶୁଭଦର୍ଶୀନି, ପୂର୍ବତନ ଶିକ୍ଷା ଅଧୂକାରୀ ଡ.ସନ୍ତୋଷ ରାଉତ, ବି.ଆର୍.ସି.ସି ଅଜୟ ବେହେରା, ବି.ଆର୍.ସି.ସି ଅନନ୍ତ ଚରଣ ଦେହୁରୀ, ସହ-ଗୋଷ୍ଟୀ ଅଧୂକାରୀ ସରସ୍ବତୀ କାନୁନଗୋ ଓ ପୁଷ୍ପାଞ୍ଜଳୀ କରଙ୍କ ସମେତ ବରିଷ୍ଠ କର୍ମଚାରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ କେନ୍ଦ୍ର ସଂଯୋଜିକା ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ସଞ୍ଜୟ ଶତପଥୀ। )

Leave A Reply

Your email address will not be published.