କଟକ,ତା-୨୩/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪,୬୨୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୫,୮୧୩, ଚିକିତ୍ସିତ ସଂଖ୍ୟା ୭,୧୦୬, ମୃତ ସଂଖ୍ୟା ୧,୬୫୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୭ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୭୩୯, ସୁସ୍ଥ ସଂଖ୍ୟା ୨୭,୦୭୪,ଚିକିତ୍ସିତ ସଂଖ୍ୟା ୫୨୯, ମୃତ ସଂଖ୍ୟା ୧୩୨ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୬୮ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୭ ବୋଲି ଜଣାପଡିଛି ।