କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୯ ।

0 1,105

କଟକ,ତା-୨୨/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩,୯୬୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୪,୯୦୮, ଚିକିତ୍ସିତ ସଂଖ୍ୟା ୭,୩୬୦, ମୃତ ସଂଖ୍ୟା ୧,୬୪୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୯ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୭୦୨, ସୁସ୍ଥ ସଂଖ୍ୟା ୨୭,୦୧୫,ଚିକିତ୍ସିତ ସଂଖ୍ୟା ୫୫୧, ମୃତ ସଂଖ୍ୟା ୧୩୧ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୩୮ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୯ ବୋଲି ଜଣାପଡିଛି ।

Leave A Reply

Your email address will not be published.