କଟକ,ତା-୧୯/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୧,୭୮୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୧,୭୭୭, ଚିକିତ୍ସିତ ସଂଖ୍ୟା ୮,୩୬୬, ମୃତ ସଂଖ୍ୟା ୧,୫୯୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୪ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୫୪୨, ସୁସ୍ଥ ସଂଖ୍ୟା ୨୬,୭୪୬,ଚିକିତ୍ସିତ ସଂଖ୍ୟା ୬୬୬, ମୃତ ସଂଖ୍ୟା ୧୨୬ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୬୮ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୪ ବୋଲି ଜଣାପଡିଛି ।