କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୮ ।

0 1,143

କଟକ,ତା-୧୭/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୦,୦୫୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୯,୧୫୯, ଚିକିତ୍ସିତ ସଂଖ୍ୟା ୯,୨୮୦, ମୃତ ସଂଖ୍ୟା ୧,୫୬୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୮ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୪୧୩, ସୁସ୍ଥ ସଂଖ୍ୟା ୨୬,୪୯୪,ଚିକିତ୍ସିତ ସଂଖ୍ୟା ୭୯୦, ମୃତ ସଂଖ୍ୟା ୧୨୫ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୪୪ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୮ ବୋଲି ଜଣାପଡିଛି ।

Leave A Reply

Your email address will not be published.