କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୭ ।

0 1,165

କଟକ,ତା-୧୬/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୯,୪୦୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୭,୮୬୨, ଚିକିତ୍ସିତ ସଂଖ୍ୟା ୯,୯୫୦, ମୃତ ସଂଖ୍ୟା ୧,୫୪୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୭ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୩୭୫, ସୁସ୍ଥ ସଂଖ୍ୟା ୨୬,୩୮୩,ଚିକିତ୍ସିତ ସଂଖ୍ୟା ୮୬୪, ମୃତ ସଂଖ୍ୟା ୧୨୪ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୪୯ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୭ ବୋଲି ଜଣାପଡିଛି ।

Leave A Reply

Your email address will not be published.