କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୭୦ ।

0 1,126

କଟକ,ତା-୧୪/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭,୯୦୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୫,୨୪୫, ଚିକିତ୍ସିତ ସଂଖ୍ୟା ୧୧,୦୯୮, ମୃତ ସଂଖ୍ୟା ୧,୫୧୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୦ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୨୯୭, ସୁସ୍ଥ ସଂଖ୍ୟା ୨୬,୧୫୭,ଚିକିତ୍ସିତ ସଂଖ୍ୟା ୧,୦୨୨, ମୃତ ସଂଖ୍ୟା ୧୨୪ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୯୦୨ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୦ ବୋଲି ଜଣାପଡିଛି ।

Leave A Reply

Your email address will not be published.