କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୮୧ ।

0 1,090

କଟକ,ତା-୧୨/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୯୮୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୨,୪୭୭, ଚିକିତ୍ସିତ ସଂଖ୍ୟା ୧୧,୯୭୩, ମୃତ ସଂଖ୍ୟା ୧,୪୮୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୮୧ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୧୫୪, ସୁସ୍ଥ ସଂଖ୍ୟା ୨୫,୯୬୧,ଚିକିତ୍ସିତ ସଂଖ୍ୟା ୧,୦୬୫, ମୃତ ସଂଖ୍ୟା ୧୨୪ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୯୮୬ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୧ ବୋଲି ଜଣାପଡିଛି ।

Leave A Reply

Your email address will not be published.