କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୪୧ ।

0 1,033

କଟକ,ତା-୦୮/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୧,୫୭୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୬,୮୫୭, ଚିକିତ୍ସିତ ସଂଖ୍ୟା ୧୩,୨୩୯, ମୃତ ସଂଖ୍ୟା ୧,୪୨୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୪୧ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୬,୭୮୬, ସୁସ୍ଥ ସଂଖ୍ୟା ୨୫,୫୪୭,ଚିକିତ୍ସିତ ସଂଖ୍ୟା ୧,୧୧୬, ମୃତ ସଂଖ୍ୟା ୧୧୯ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୩୪ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୪୧ ବୋଲି ଜଣାପଡିଛି ।

Leave A Reply

Your email address will not be published.