କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୬୦ ।

0 679

କଟକ ,ତା-୨୩/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୮୮୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୫୭,୦୪୧, ଚିକିତ୍ସିତ ସଂଖ୍ୟା ୧୯,୫୭୯, ମୃତ ସଂଖ୍ୟା ୧,୨୧୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୬୦ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫,୦୦୧, ସୁସ୍ଥ ସଂଖ୍ୟା ୨୩,୩୧୨,ଚିକିତ୍ସିତ ସଂଖ୍ୟା ୧,୫୮୦, ମୃତ ସଂଖ୍ୟା ୧୦୫ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୭୯୩ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୬୦ ବୋଲି ଜଣାପଡିଛି ।

Leave A Reply

Your email address will not be published.