କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୫୩ ।

0 1,066

କଟକ ,ତା-୨୧/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୪,୧୮୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୫୨,୧୯୭, ଚିକିତ୍ସିତ ସଂଖ୍ୟା ୨୦,୭୫୦, ମୃତ ସଂଖ୍ୟା ୧,୧୮୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୫୩ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୪,୬୯୧, ସୁସ୍ଥ ସଂଖ୍ୟା ୨୩,୦୫୩,ଚିକିତ୍ସିତ ସଂଖ୍ୟା ୧,୫୩୦, ମୃତ ସଂଖ୍ୟା ୧୦୪ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୯୩୧ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୫୩ ବୋଲି ଜଣାପଡିଛି ।

Leave A Reply

Your email address will not be published.