କଟକ ,ତା-୨୦/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୨,୨୫୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୪୯,୫୭୫, ଚିକିତ୍ସିତ ସଂଖ୍ୟା ୨୧,୪୫୪, ମୃତ ସଂଖ୍ୟା ୧,୧୬୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୧୧ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୪,୫୩୮, ସୁସ୍ଥ ସଂଖ୍ୟା ୨୨,୮୫୬,ଚିକିତ୍ସିତ ସଂଖ୍ୟା ୧,୫୭୪, ମୃତ ସଂଖ୍ୟା ୧୦୪ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୯୦୪ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୧୧ ବୋଲି ଜଣାପଡିଛି ।