କଟକ ,ତା-୧୮/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୮,୩୪୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୪୪,୨୨୭, ଚିକିତ୍ସିତ ସଂଖ୍ୟା ୨୨,୯୪୯, ମୃତ ସଂଖ୍ୟା ୧,୧୩୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୫୦ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୪,୨୮୨, ସୁସ୍ଥ ସଂଖ୍ୟା ୨୨,୪୬୩,ଚିକିତ୍ସିତ ସଂଖ୍ୟା ୧,୭୧୫, ମୃତ ସଂଖ୍ୟା ୧୦୦ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୦୧୯ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୫୦ ବୋଲି ଜଣାପଡିଛି ।