କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୦୯ ।

0 709

କଟକ ,ତା-୧୪/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୯,୫୪୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୩୨,୯୮୮, ଚିକିତ୍ସିତ ସଂଖ୍ୟା ୨୫,୪୨୮, ମୃତ ସଂଖ୍ୟା ୧,୦୭୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୦୯ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୩,୬୧୫, ସୁସ୍ଥ ସଂଖ୍ୟା ୨୧,୬୫୭,ଚିକିତ୍ସିତ ସଂଖ୍ୟା ୧,୮୬୩, ମୃତ ସଂଖ୍ୟା ୯୧ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୬୦୪ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୦୯ ବୋଲି ଜଣାପଡିଛି ।

Leave A Reply

Your email address will not be published.