କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୬୬ ।

0 477

କଟକ ,ତା-୦୭/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୦,୯୯୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୧୦,୨୧୭, ଚିକିତ୍ସିତ ସଂଖ୍ୟା ୨୯,୭୭୦, ମୃତ ସଂଖ୍ୟା ୯୫୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୬୬ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୨୮୯, ସୁସ୍ଥ ସଂଖ୍ୟା ୧୯,୬୧୫,ଚିକିତ୍ସିତ ସଂଖ୍ୟା ୨,୫୮୮ ଏବଂ ମୃତ ସଂଖ୍ୟା ୮୨ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୯୯୫ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୬୬ ବୋଲି ଜଣାପଡିଛି ।

Leave A Reply

Your email address will not be published.