କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୬୭ ।

0 383

କଟକ ,ତା-୨୪/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୬,୮୮୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୫୭,୨୬୫, ଚିକିତ୍ସିତ ସଂଖ୍ୟା ୩୮,୮୧୮, ମୃତ ସଂଖ୍ୟା ୭୫୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୬୭ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୮,୩୫୯, ସୁସ୍ଥ ସଂଖ୍ୟା ୧୩,୬୧୦,ଚିକିତ୍ସିତ ସଂଖ୍ୟା ୪,୬୮୫ ଏବଂ ମୃତ ସଂଖ୍ୟା ୬୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୩୪୦ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୬୭ ବୋଲି ଜଣାପଡିଛି ।

Leave A Reply

Your email address will not be published.