କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୯୫ ।

0 441

କଟକ ,ତା-୨୧/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୪,୧୨୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୪୫,୬୭୫, ଚିକିତ୍ସିତ ସଂଖ୍ୟା ୩୭,୬୮୪, ମୃତ ସଂଖ୍ୟା ୭୧୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୯୫ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୬,୬୨୯, ସୁସ୍ଥ ସଂଖ୍ୟା ୧୨,୫୨୩,ଚିକିତ୍ସିତ ସଂଖ୍ୟା ୪,୦୪୩ ଏବଂ ମୃତ ସଂଖ୍ୟା ୫୯ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୪୨ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୯୫ ବୋଲି ଜଣାପଡିଛି ।

Leave A Reply

Your email address will not be published.