କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୭୬ ।

0 416

କଟକ ,ତା-୦୮/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୯,୩୯୮, ଚିକିତ୍ସିତ ସଂଖ୍ୟା ୩୧,୩୬୨, ମୃତ ସଂଖ୍ୟା ୫୬୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୭୬ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୧୨୭, ସୁସ୍ଥ ସଂଖ୍ୟା ୭,୮୧୯,ଚିକିତ୍ସିତ ସଂଖ୍ୟା ୩,୨୬୫ ଏବଂ ମୃତ ସଂଖ୍ୟା ୩୯ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୪୯୦ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୭୬ ବୋଲି ଜଣାପଡିଛି ।

Leave A Reply

Your email address will not be published.