କଟକ,ତା-୦୮/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୩୯୬ ରେ ପହଞ୍ଚିଦଛି, ସୁସ୍ଥ ସଂଖ୍ୟା ୩,୨୭,୨୯୦, ଚିକିତ୍ସିତ ସଂଖ୍ୟା ୨,୧୬୩, ମୃତ ସଂଖ୍ୟା ୧,୮୯୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୫ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୮୨୬, ସୁସ୍ଥ ସଂଖ୍ୟା ୨୮,୫୨୫,ଚିକିତ୍ସିତ ସଂଖ୍ୟା ୧୫୭, ମୃତ ସଂଖ୍ୟା ୧୪୦ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୪୫ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୫ ବୋଲି ଜଣାପଡିଛି ।