କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୦୬ ।

0 1,145

କଟକ,ତା-୦୪/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୪୯୨ ରେ ପହଞ୍ଚିଦଛି, ସୁସ୍ଥ ସଂଖ୍ୟା ୩,୨୬,୨୦୯, ଚିକିତ୍ସିତ ସଂଖ୍ୟା ୨,୩୪୫, ମୃତ ସଂଖ୍ୟା ୧,୮୮୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୬ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୭୮୯, ସୁସ୍ଥ ସଂଖ୍ୟା ୨୮,୪୬୬,ଚିକିତ୍ସିତ ସଂଖ୍ୟା ୧୭୯, ମୃତ ସଂଖ୍ୟା ୧୪୦ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୮୩ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୬ ବୋଲି ଜଣାପଡିଛି ।

Leave A Reply

Your email address will not be published.