କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୮୪ ।

0 336

କଟକ ,ତା-୦୪/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୮୭,୩୫୧, ଚିକିତ୍ସିତ ସଂଖ୍ୟା ୨୮,୭୪୩, ମୃତ ସଂଖ୍ୟା ୫୩୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୮୪ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୭୪୮, ସୁସ୍ଥ ସଂଖ୍ୟା ୬,୩୩୩,ଚିକିତ୍ସିତ ସଂଖ୍ୟା ୩,୩୭୫ ଏବଂ ମୃତ ସଂଖ୍ୟା ୩୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୨୬୭ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୮୪ ବୋଲି ଜଣାପଡିଛି ।

Leave A Reply

Your email address will not be published.