କଟକ,ତା-୨୦/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୨୩୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୧,୩୦୯, ଚିକିତ୍ସିତ ସଂଖ୍ୟା ୩,୦୩୫, ମୃତ ସଂଖ୍ୟା ୧,୮୩୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୬ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୫୨୮, ସୁସ୍ଥ ସଂଖ୍ୟା ୨୮,୧୩୮,ଚିକିତ୍ସିତ ସଂଖ୍ୟା ୨୪୯, ମୃତ ସଂଖ୍ୟା ୧୩୮ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୭୨ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୬ ବୋଲି ଜଣାପଡିଛି ।