କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୭ ।

0 1,068

କଟକ,ତା-୧୭/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୧୪୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୦,୨୦୮, ଚିକିତ୍ସିତ ସଂଖ୍ୟା ୩,୦୬୧, ମୃତ ସଂଖ୍ୟା ୧,୮୨୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୭ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୪୫୫, ସୁସ୍ଥ ସଂଖ୍ୟା ୨୮,୦୭୩,ଚିକିତ୍ସିତ ସଂଖ୍ୟା ୨୪୦, ମୃତ ସଂଖ୍ୟା ୧୩୮ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୫୧ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୭ ବୋଲି ଜଣାପଡିଛି ।

Leave A Reply

Your email address will not be published.