କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୭।

0 1,046

କଟକ,ତା-୧୪/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୦୮୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୯,୦୬୯, ଚିକିତ୍ସିତ ସଂଖ୍ୟା ୩,୨୫୬, ମୃତ ସଂଖ୍ୟା ୧,୮୧୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୭ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୩୮୩, ସୁସ୍ଥ ସଂଖ୍ୟା ୨୭,୯୮୭,ଚିକିତ୍ସିତ ସଂଖ୍ୟା ୨୫୫, ମୃତ ସଂଖ୍ୟା ୧୩୭ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୩୨ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୭ ବୋଲି ଜଣାପଡିଛି ।

Leave A Reply

Your email address will not be published.