ଓଲଟିଲା କୁକୁଡା ବୋଝେଇ ଅଟୋ ।

0 46

ରାଉରକେଲା,(ପିପିଟି)୦୯/୦୫,ରାଉରକେଲା ସହର ଛେଣ୍ଡ୍ ଛକ ନିକଟସ୍ତ ବାଗବୁଡି ବସ୍ତି ରାସ୍ତାରେ ଏକ କୁକୁଡା ବୋଝେଇ ଅଟୋ ଯାଉଥିବା ବଳେ ଏକ ଅଜଣା କାର ଧକ୍କା ଦେବା ଫଳରେ ଅଟୋ ନିୟନ୍ତ୍ରଣ ହରାଇ ଅଟୋ ଟି ଓଲୋଟି ଗଲା । ଅଟୋରେ ରହିଥିବା କୁକୁଡ଼ା ଗୁଡିକ ସବୁ ବାହାରକୁ  ବାହାରି ଯାଇଥିଲେ । ସ୍ଥାନୀୟ ପୋଲିସ ଖବର ପାଇ ଘଟଣାସ୍ଥଳକୁ ପହଁଚି ସାମାନ୍ୟ ଆହତ ହୋଇଥିବା ଚଲାକକୁ ଡାକ୍ତରଖାନା ପଠାଇବା ସହ ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।
ରିପୋର୍ଟ – ରାମେଶ୍ବର ଖାଡଙ୍ଗା ।

Leave A Reply

Your email address will not be published.