ଉପ ନିର୍ବାଚନ ପାଇଁ ସିଆରପିଏଫ ପକ୍ଷରୁ ମକ୍ ଡ୍ରିଲ୍ ।

0 372

ତିର୍ତ୍ତୋଲ,୩୧/୧୦(ପିପିଟି);ତିର୍ତ୍ତୋଲ ବିଧାନସଭା ଆସନ ନଂ ୧୦୨ ଉପନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆଜି ସକାଳେ ବିଭିନ୍ନ ସ୍ଥାନରେ ସିଆରପିଏଫ ଜବାନଙ୍କ ଦ୍ଵାରା ମକ୍ ଡ୍ରିଲ୍ କରାଯାଇଛି। ଗାଁ ଗାଁ ରେ ପ୍ରତି ଛକ , ବଜାର ଠାରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୋଲିସ ବିଭାଗ ଓ ସିଆରପିଏଫ ଜବାନ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.