ଉପନିର୍ବାଚନରେ ଜିତିଥିବା ଦୁଇ ବିଜେଡି ବିଧାୟକ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଶପଥ ନେଲେ ।

0 642

ଭୁବନେଶ୍ବର: ଓଡିଶା ଉପନିର୍ବାଚନରେ ଜିତିଥିବା ଦୁଇ ବିଧାୟକ ବିଧାନସଭାର ସଭ୍ୟ ଭାବେ ଶପଥ ନେଲେ। ସେମାନେ ହେଲେ ତିର୍ତ୍ତୋଲର ବିଜୟ କୁମାର ଦାସ ଏବଂ ବାଲେଶ୍ବରର ସ୍ବରୂପ ଦାସ। ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ଏହି ଦୁଇଜଣଙ୍କୁ ତାଙ୍କ ଚ୍ୟାମ୍ବରରେ ଶପଥ ପାଠ କରାଇଥିଲେ। ଏନେଇ ବିଧାନସଭା ତରଫରୁ ପ୍ରସ୍ତୁତି କରାଯାଇଥିଲା ।

Leave A Reply

Your email address will not be published.