ଉଦଘାଟନ ହେଲା ବହୁ ପ୍ରତୀକ୍ଷିତ ଶ୍ରୀ ଲକ୍ଷ୍ମୀ ନୃସିଂହ ତୋରଣ ।

0 284

ବେଲଗୁଣ୍ଠା,୩୧/୦୮(ପିପିଟି);ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ସକାଶେ ବେଲଗୁଣ୍ଠା ସହରରେ ହାଟପଦା-ବାଙ୍କବଜାର ଛକ ଠାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ବହୁ ପ୍ରତିକ୍ଷିତ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରବେଶ ପଥ ତୋରଣକୁ ଶ୍ରୀ ସ୍ୱାଇଁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁ୍ର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ, ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ସମାଜସେବୀ ଦେବୀ ପ୍ରସାଦ ପାତ୍ର,ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା, ସତ୍ୟନାରାୟଣ ମହାପାତ୍ର,ପୁର୍ବତନ କାଉନସିଲର ଜିତେନ୍ଦ୍ର ସୁବୁଦ୍ଧି,ଦିଲ୍ଲୀପ ଆଚାରୀ,ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ପ୍ରେସକ୍ଲବ ଉପଦେଷ୍ଟା ସୁଶାନ୍ତ କୁମାର ବେହେରା,ବିଭୁପାଦ ଜେନା, ସନ୍ତୋଷ ସୁବୁଦ୍ଧି, ପ୍ରକାଶ କୁମାର ସାହୁ,ବିଜେଡି ଡିଜିଟାଲ ସମ୍ପାଦକ ଶିବ ପ୍ରସାଦ ମହାପାତ୍ର ,ଆଲୋକ ସାହାଣୀ, ଭାସ୍କର ପାତ୍ର, କାଶୀନାଥ ସାହୁ, ଶଙ୍କର ବେହେରା, ବ୍ରଜେନ୍ଦ୍ର ପାଟି, ସହିତ ଅନ୍ୟ ପୁ୍ର୍ବତନ କାଉନସିଲର, ଉପସ୍ଥିତ ଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.