ଆସ୍କା ବିଧାୟିକାଙ୍କ ଦ୍ଵାରା ସୂନାପଲ୍ଲୀ ଠାରେ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ ।

0 501

କବିସୂର୍ଯ୍ଯ ନଗର,୦୪/୧୨(ପିପିଟି): କବିସୂର୍ଯ୍ଯ ନଗର ବ୍ଲକ ଅନ୍ତର୍ଗତ ସୂନାପଲ୍ଲୀ ଠାରେ ଶତ ପ୍ରତିଶତ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ ଉଦ୍‌ଘାଟନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ, ବିଡ଼ିଓ ବାସୁଦେବ ନାୟକ,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସ, ସରପଞ୍ଚ ବି ପ୍ର ଚରଣ ଦାସ ଓ ସମିତି ସଭ୍ଯ ବଳରାମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ ।)

Leave A Reply

Your email address will not be published.