ଆସିକା ବିଧାୟିକାଙ୍କ ଦ୍ବାର ଅଙ୍ଗନୱାଡି କେନ୍ଦ୍ର ଉଦ୍‌ଘାଟନ ।

0 155

ଆସିକା,୧୯/୦୭(ପିପିଟି); ଦେବଭୂମୀ ପଞ୍ଚାୟତ ମାମୁଁଡିହ ଠାରେ ଆମ ଅଙ୍ଗନୱାଡି କେନ୍ଦ୍ର ୨ ର ଶୁଭ ଉଦଘାଟନୀ ସମାରୋହରେ ଆସିକା ବିଧାୟୀକା ମଞ୍ଜୁଳା ସ୍ବାଇଁ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜୋନ୍ ବିଜୁ ଯୁବ ଜନତା ଦଳର ସଭାପତି ନଚିକେତା ସ୍ବାଇଁ ଓ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ। ଅଞ୍ଚଳବାସୀଙ୍କ ତରଫରୁ ବିରାଟ ଶୋଭାଯାତ୍ରାରେ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Leave A Reply

Your email address will not be published.