କେନ୍ଦ୍ରାପଡା,୧୦/୧୧(ପିପିଟି); କେଦ୍ରାପଡା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଗାଡିକୁ ପଛପଟୁ ଧକ୍କା ଦେଲା ଟ୍ରକ ଅଳ୍ପକେ ବତ୍ତିଗଲେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଡ୍ରାଇଭର । ଟ୍ରକ ଡ୍ରାଇଭରଟି ପ୍ରଚୁର ପରିମାଣରେ ମଦ ପିଇ ଗାଡି ଚଳାଉଥିବାରୁ ଏଭଳି ଅଘଟଣ ଘଟିଲା ସାଙ୍ଗେସାଙ୍ଗେ କେଦ୍ରାପଡାର ସଦରଥାନାର ଆଇଆଇସି ପ୍ରମୋଦ ମଲ୍କିକ ଘଟଣାସମ୍ପର୍କରେ ଖବର ପାଇ ଘଟଣା ସ୍ତଳରେ ପହଞ୍ଚି ଟ୍ରକଟିକୁ ଜବତ କରି ଥାନାକୁ ଆଣି ପଚରା ଉଚରା କରୁଛନ୍ତି ।
(ରିପୋର୍ଟ- ରବୀନ୍ଦ୍ର କୁମାର ପାତ୍ର। )