ଯାଜପୁର : ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ତଥା ଯୁବ ସମାଜସେବୀ ହିମାଂଶୁ ଶେଖର ସାହୁ ଧର୍ମଶାଳା ବ୍ଲକ ପାଖର ପଞ୍ଚାୟତର ପାଖର ଗ୍ରାମର ମାନସ ଚନ୍ଦ୍ର ଦାସଙ୍କ ପୁଅ ଆଠ ମାସର ସାଇ ସୋରୁପ ତା ପିଠିରେ ଗୋଟେ ଆବୁ ହୋଇଛି ତାର ଚିକତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା ଖବର ପାଇ ଟ୍ରଷ୍ଟର ସମ୍ପାଦକ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା କରିଥିଲେ ଏବଂ ଆଗାମୀ ସବୁ ଚିକିତ୍ସା ପାଇଁ ସବୁପ୍ରକାର ସାହାଯ୍ୟ କରାଯିବ ବୋଲି ତାଙ୍କ ପରିବାର ବର୍ଗଙ୍କୁ ପ୍ରତିଶୃତି ଦେଇଥିଲେ ।