ଆଜି ଭଞ୍ଜନଗର ରୁ ୮ଟି ପଜିଟିଭ ।

0 213

ଭଞ୍ଜନଗର,୧୮/୦୮(ପିପିଟି); ମିଳିଥିବା ସୂଚନା ରୁ ଆଜି ଗଞ୍ଜାମ ଜିଲ୍ଲାର ମୋଟ ୨୪୬ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଞ୍ଜନଗର ଅଞ୍ଚଳର ୮ଟି ପଜିଟିଭ କେଶ ରହିଛି।ସେଥିରେ ଭଞ୍ଜନଗର ଏନ.ଏ.ସି ର ୱାର୍ଡ ନଂ ୫ରୁ ଜଣେ ଓ ମାଲ ସାହି ର ଜଣେ ଆକ୍ରାନ୍ତ ବ୍ୟକ୍ତି ଥିବା ବେଳେ ଏହି ବ୍ଲକର ଗାଲେରୀ ଗ୍ରାମରୁ ୩ଜଣ,ବାଉଁଶ ଲୁଣ୍ଡି ର ଜଣେ ଏବଂ ଭଞ୍ଜନଗର ଅଞ୍ଚଳର ଅନ୍ୟ ୨ଜଣ ପଜିଟିଭ ରହିଛନ୍ତି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.