ଆଜି ଭଞ୍ଜନଗର ଅଞ୍ଚଳରେ ୭ଜଣ ପଜିଟିଭ ।

0 193

ଭଞ୍ଜନଗର,୨୫/୦୮(ପିପିଟି);ଗତ ରାତିରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ମୋଟ ୨୧୨ ଜଣ କୋରନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳର ୭ଜଣ ରହିଥିବା ଜଣାପଡ଼ିଛି। ଡ଼ହ ଅଞ୍ଚଳର ୩ଜଣ ବନ ବିଭାଗ କର୍ମଚାରୀଙ୍କ ସମେତ ଭଞ୍ଜନଗର ମେନ ରୋଡ଼ର ଜଣେ ଓ କଳିଙ୍ଗନଗର ର ଜଣେ ଥିବା ବେଳେ ଏହି ବ୍ଲକର ସାମରଡ଼ା ଓ ଗୁଡ଼ି ବନ୍ଧ ଗ୍ରାମର ଜଣେ ଲେଖାଏଁ ଆକ୍ରାନ୍ତ ଥିବା ଜଣାପଡ଼ିଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.