ଅନାଥ ଦୁଇ ଝିଅଙ୍କ ପାଠ ପଢା ଖର୍ଚ୍ଚ ବିଧାୟକ ବୁଝିବେ।

0 461

ବୁଗୁଡା,୧୮/୦୯(ପିପିଟି): ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମର ଗୋଟିଏ ପରିବାରର ତୋଫାନ ବରାଡ଼ ଓ ତାଙ୍କ ସ୍ତ୍ରୀ କସ୍ତୁରୀ ବରାଡ଼ ଆକସ୍ମିକ ମୃତ୍ୟ ବରଣ କରିଛନ୍ତି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଗୋଲିଆ ସ୍ଥିତ ବାସଭବନକୁ ଯାଇ ଦୁଇ ଅନାଥ କୁନି ଝିଅଙ୍କୁ ଭେଟି ଆଶ୍ୱାସନା ଦେଇ ଆର୍ଥିକ ସହାୟତା ପ୍ରଦାନ କରିବା ସହ ପାଠ ପଢା ଆବଶ୍ୟକ ଖର୍ଚ୍ଚ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି।

Leave A Reply

Your email address will not be published.