ଅଜଣା ଗାଡି ଧକ୍କାରେ ୪ ଗାଈ ଓ ବାଛୁରୀ ଗୁରୁତର,ସ୍ଥାନୀୟ ଲୋକଙ୍କ ରାସ୍ତାରୋକ। 

0 303

ଦିଗପହଣ୍ଡି,୨୭/୦୧(ପିପିଟି): ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ  ଜାତୀୟ ରାଜପଥ ୩୨୬ରେ ୪ ଗାଈ ବାଛୁରୀ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଅବସ୍ଥାରେ ପଡ଼ିରହିଛନ୍ତି। କ୍ଷତି ପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ବ୍ରହ୍ମପୁର ରାୟଗଡ଼ା ରାସ୍ତା ଅବରୋଧ । ଫଳରେ ଯାତାୟତ ଠପ୍ । ଦିଗପହଣ୍ଡି ଥାନା ପୋଲିସ ପହଞ୍ଚିବା ପରେ ସ୍ଥିତି ସ୍ଵାଭାବିକ ହୋଇଛି।

Leave A Reply

Your email address will not be published.