ଅଗ୍ନିକାଣ୍ଡରେ ଦୁଇଟି ଘର ପୋଡିଯାଇଛି ।

0 60

ପାତ୍ରପୁର,(ପିପିଟି)୧୩/୦୬,ସାମନ୍ତରାପୁର ଗ୍ରାମ ପଞ୍ଚାୟତ ଗୁଡିପଦର ଗ୍ରାମରେ ଆଜି ଅପରାହ୍ନ ରେ ଏକ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଦୁଇଟି ଘର ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଛି। ଏଥିରେ ଘରର ଅସବାପତ୍ର ନଷ୍ଟ  ହୋଇଯାଇଛି ଓ ସମ୍ପୂର୍ଣ୍ଣ ସମ୍ପତି ନଷ୍ଟ ହେଇଯାଇଛି। ଗାଁ ଲୋକଙ୍କ  ଚେଷ୍ଟା ପରେ  ନିଆଁକୁ ଆୟତ୍ତ କରାଯାଇଥିଲା ପରବର୍ତ୍ତୀ ସମୟରେ ପାତ୍ରପୁର ଦମକଳ ବାହିନୀ ପହଞ୍ଚିଥିଲା । ଏଥିରେ  ସମ୍ପୁର୍ଣ୍ଣ ଘରଟି ନଷ୍ଟ ହୋଇଯାଇଥିଲା ।
ରିପୋର୍ଟ – ସଂଗ୍ରାମ କେଶରୀ ନାୟକ ।

Leave A Reply

Your email address will not be published.