ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୦୨୭୩।

0 1,166

ଭୁବନେଶ୍ବର ୧୪/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୨୬୯ ପଜିଟିଭ ସଂଖ୍ୟା ୧୧,୧୧,୮୭୯ ଚିହ୍ନଟ ହୋଇଛନ୍ତି ୧୦,୫୦,୧୭୯ ଜଣ ସୁସ୍ଥ ହୋଇଥିବା ବେଳେ ୫୩,୧୭୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୭୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୯୯,୭୯୧ ସୁସ୍ଥ ସଂଖ୍ୟା ୧,୮୦,୮୧୯ ଚିକିତ୍ସିତ ସଂଖ୍ୟା ୧୭,୩୫୪, ମୃତ ସଂଖ୍ୟା ୧୬୦୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦୦,୨୬୩, ସୁସ୍ଥ ସଂଖ୍ୟା ୯୫,୩୩୪ ଚିକିତ୍ସିତ ସଂଖ୍ୟା ୪୦୬୪, ମୃତ ସଂଖ୍ୟା ୮୬୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୬୭୦ ସୁସ୍ଥ ସଂଖ୍ୟା ୩୩,୫୬୧ ଚିକିତ୍ସିତ ସଂଖ୍ୟା ୬୧୮ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୦,୩୫୪ ସୁସ୍ଥ ସଂଖ୍ୟା ୬୨,୮୪୮ ଚିକିତ୍ସିତ ସଂଖ୍ୟା ୬୯୦୯, ମୃତ ସଂଖ୍ୟା ୫୯୩ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.