ବିଧାୟକଙ୍କ ଦ୍ବାରା କ୍ଷତିଗ୍ରସ୍ତ ଉଠା ଦୋକାନୀ ମାନଙ୍କୁ ସହାୟତା ରାଶି ବଣ୍ଟନ।

0 345

ପୋଲସରା,୨୫/୦୬(ପିପିଟି);ପୋଲସରା ଏନ୍ଏସି ଆହାର କେନ୍ଦ୍ର ପରିସର ଠାରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ପୋଲସରା ଏନ୍ଏସି ର କୋଭିଡ-୧୯ ରେ କ୍ଷତିଗ୍ରସ୍ତ ହୋଇଥିବା ଉଠା ଦୋକାନୀ ମାନଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଆର୍ଥିକ ସହାୟତା ରାଶିକୁ ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ସାଂସଦ ପ୍ରତିନିଧି ମୋତିରାମ ସାହୁ ଉପସ୍ଥିତ ଥିଲେ। ୨୦୬ ଜଣ ଉଠା ଦୋକାନୀ ସହାୟତା ରାଶି ପାଇଥିବା ଜଣାପଡିଛି।

Leave A Reply

Your email address will not be published.