ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୯ ।

0 1,080

ବ୍ରହ୍ମପୁର ,ତା-୧୧/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩,୧୧୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୦୮,୦୦୧, ଚିକିତ୍ସିତ ସଂଖ୍ୟା ୩୪,୪୫୮, ମୃତ ସଂଖ୍ୟା ୬୦୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୮୯ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୯,୦୬୭, ସୁସ୍ଥ ସଂଖ୍ୟା ୧୮,୨୦୪,ଚିକିତ୍ସିତ ସଂଖ୍ୟା ୬୪୧ ଏବଂ ମୃତ ସଂଖ୍ୟା ୨୧୪ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୯୯୬ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୯ ବୋଲି ଜଣାପଡିଛି ।

Leave A Reply

Your email address will not be published.