ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୭୧୨ ।

0 546

ଭୁବନେଶ୍ବର ,ତା-୨୨/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୮,୩୧୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୪୯,୩୭୯, ଚିକିତ୍ସିତ ସଂଖ୍ୟା ୩୮,୧୫୮ ମୃତ ସଂଖ୍ୟା ୭୨୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୧୨ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୧୫୩, ସୁସ୍ଥ ସଂଖ୍ୟା ୨୫,୭୨୫,ଚିକିତ୍ସିତ ସଂଖ୍ୟା ୬,୩୧୨ ଏବଂ ମୃତ ସଂଖ୍ୟା ୧୦୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୧୮୯ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୧୨ ବୋଲି ଜଣାପଡିଛି ।

Leave A Reply

Your email address will not be published.