ଦୂତୀ ଚାନ୍ଦଙ୍କୁ ମିଳିଲା ଅର୍ଜୁନ ପୁରସ୍କାର ।
ନୂଆଦିଲ୍ଲୀ, ୨୯/୦୮: ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରାଯାଇଛି । ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଅର୍ଜୁନ ପୁରସ୍କାର ମିଳିଛି । କରୋନା ସତର୍କତା ଦୃଷ୍ଟିରୁ ଅନଲାଇନ ତଥା ଭିଡ଼ିଓ କନଫରେନ୍ସିଂ!-->…
Read More...
Read More...