Browsing Category

ଜିଲ୍ଲା

ବେଲଗୁଣ୍ଠା ବ୍ଳକର କରୋନା ଯୋଦ୍ଧାଙ୍କୁ ଜିଲ୍ଲା ସ୍ତରରେ ସମ୍ବର୍ଦ୍ଧିତ ।

ବେଲଗୁଣ୍ଠା,୧୭/୦୮(ପିପିଟି); କରୋନା ମହାସଂଗ୍ରାମ ପ୍ରଶାସନ ପାଇଁ ଏକ ଆହ୍ୱାନ ହୋଇଥିବା ବେଳେ କରୋନା ଯୋଦ୍ଧା ଭାବେ ବହୁ ପ୍ରଶାସନିକ ଅଧିକାରୀ,ଡାକ୍ତର, ଆୟୁଷ ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ,ଆରକ୍ଷୀ ବାହିନୀ, ଆଶା
Read More...

ଗରୀବଙ୍କ ପାଇଁ ନାହିଁ ଆବାସ ଯୋଜନା !

କଳାହାଣ୍ଡି,୧୭/୦୮(ପିପିଟି); ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଉପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି ହେଲେ ଗରିବ ଲୋକଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଗୋଚର ନାହିଁ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ସାନଖେମୁଣ୍ଡି ବ୍ଲକ ଗସ୍ତ ।

ସାନଖେମୁଣ୍ଡି,୧୭/୦୮(ପିପିଟି); ସମ୍ପ୍ରତି ମହାମାରୀ କରୋନା ସଂକ୍ରମଣ ଜନିତ ସମସ୍ୟା କାରଣରୁ ସାଧାରଣ ଜୀବନ ଜାପନ କରୁଥିବା ନିରୀହ ମନୁଷ୍ୟ ମାନଙ୍କ ଉପରେ ଏହାର ସମ୍ପୂର୍ଣ୍ଣ ପ୍ରଭାବ ପଡିଛି । ଜିଲ୍ଲା ପ୍ରଶାସନ ଲକ ଡାଉନ ଓ
Read More...

ଭଞ୍ଜନଗର ରୁ ୧୨ପଜିଟିଭ ଚିହ୍ନଟ ।

ଭଞ୍ଜନଗର,୧୭/୦୮(ପିପିଟି); ରବିବାର ରାତିର ମିଳିଥିବା ରିପୋର୍ଟ ରେ ଗଞ୍ଜାମ ଜିଲ୍ଲାରେ ମୋଟ ୨୪୩ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଞ୍ଜନଗର ଅଞ୍ଚଳରେ ୧୨ଜଣ ପଜିଟିଭ ରହିଛନ୍ତି। ସେଥି ମଧ୍ୟରେ ଭଞ୍ଜନଗର ଏନ.ଏ.ସି
Read More...

ଶେରଗଡ଼ ରେ ଜିଲ୍ଲାପାଳଙ୍କ କରୋନା ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା ।

ଶେରଗଡ଼,୧୭/୦୮(ପିପିଟି); ଶେରଗଡ଼ ବ୍ଲକକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗେ ଅଚାନକ ପରିଦର୍ଶନ କରିବା ସହ ବ୍ଲକରେ କରୋନା ସ୍ଥିତି ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବ୍ଲକ ସମ୍ମୁଖରେ ସାମାଜିକ ଦୂରତା ସହ
Read More...

ଡକାୟତି ଯୋଜନା ପଣ୍ଡ, ୬ଗିରଫ: ବୋମା, ଖଣ୍ଡା, ବାଇକ ଜବତ ।

ଭଞ୍ଜନଗର,୧୭/୦୮(ପିପିଟି); ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବେଳଗୁଣ୍ଠା ଫାଣ୍ଡି ଅଧିନ ଗୋଲା ପଡା ଠାରୁ ମାଟିଆ ସାହି ରାସ୍ତାର ଏକ କାଜୁ ଫ୍ୟାକ୍ଟ୍ରି ନିକଟରେ ଆଜି ଭୋର ୩ଟା ସମୟରେ କିଛି ଯୁବକ ଡକାୟତି ଯୋଜନା କରୁଥିବା ବେଳେ
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪୩।

ବ୍ରହ୍ମପୁର ,ତା-୧୭/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୨,୨୭୭, ଚିକିତ୍ସିତ ସଂଖ୍ୟା ୧୯,୬୧୧, ମୃତ ସଂଖ୍ୟା ୩୫୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୬୨୨୯୪ , ସୁସ୍ଥ ସଂଖ୍ୟା ୪୨୨୭୭,ମୃତ୍ୟୁ ସଂଖ୍ୟା ୩୫୩ ।

ଭୁବନେଶ୍ଵର,ତା-୧୭/୦୮(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୫,୦୧୦ ମଧ୍ୟରୁ ୧୨,୬୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୫ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୮,୯୬୧
Read More...

ଖଣ୍ଡସିବାଞ୍ଜି ରେ ବନ୍ୟା ପରବର୍ତ୍ତୀ ଦୁରାବସ୍ଥା ତୁରନ୍ତ ରାସ୍ତା ନିର୍ମାଣ ଦାବୀ କଲା ଆପ୍‌ ।

ପଦ୍ମପୁର,୧୭/୦୮(ପିପିଟି); ୧୫ ଅଗଷ୍ଟ ସକାଳୁ ଝିପିଝିପି ବର୍ଷା ଆରମ୍ଭ ହୋଇ ୧୬ ଅଗଷ୍ଟ ପର୍ଯ୍ୟନ୍ତ ଲାଗି ରହିଥିଲା। ଯାହା ଫଳରେ ପଦ୍ମପୁର ଉପଖଣ୍ଡ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥଲା। ଏହି ବନ୍ୟା ବରଗଡ଼ ଜିଲ୍ଲା
Read More...