ମହିଳା ନିର୍ଯ୍ୟାତନା ପ୍ରସଙ୍ଗରେ ଗୃହ କମିଟି ଗଠନ ଏବଂ ୧୪ ଜଣ କଂଗ୍ରେସ ବିଧାୟକ ମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ୪ ଟି ବାମପନ୍ଥୀ ଦଳ ରାଜ୍ୟପାଳଙ୍କୁ ଭେଟିଲେ। Read more
କଂଗ୍ରେସ ବିଧାୟକମାନଙ୍କୁ ବିଧାନସଭାରୁ ନିଲମ୍ବନ କରିବା ସହ ସେମାନଙ୍କ ଉପରେ ଆକ୍ରମଣ କରିବା ଘଟଣା ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ କାଳିମାମୟ ଅଧ୍ୟାୟ : ଫରୱାର୍ଡ଼ ବ୍ଲକ୍ । Read more
ପିପଳପଙ୍କାରେ ପ୍ରସ୍ତାବିତ ଡ଼୍ୟାମ୍ ଓ ଅବାଧ ବାଲି ଖନନ ବିରୁଦ୍ଧରେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ଦଶ ଦିନିଆ ପଦଯାତ୍ରା ଋଷିକୂଲ୍ୟା ମୁହାଣରେ ଉଦଯାପିତ । Read more