ପିପିଟି ପକ୍ଷରୁ ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଟଙ୍କାଛାଇ ଗ୍ରାମରେ ମାସ୍କ ବଣ୍ଟନ ଓ ସଚେତନ କାର୍ଯ୍ୟକ୍ରମ । Read more
ପୋଲସରା ବେଲଗାଁ ଛକ ଠାରେ ଜୀବଦୟା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଅସୁସ୍ଥ ବୁଲା ପଶୁ ପକ୍ଷୀଙ୍କ ସେବା କେନ୍ଦ୍ରକୁ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦ୍ବାରା ଭୂମି ପୂଜନ । Read more
ବୁଗୁଡା ବ୍ଲକ ଅନ୍ତର୍ଗତ ତାଳସାକର ଗ୍ରାମର ଅଙ୍ଗନୱାଡି କେନ୍ଦ୍ରକୁ ବିଧାୟକ ଶ୍ରୀକାନ୍ତ ସାହୁ ଉଦ୍ଘାଟନ କରିଛନ୍ତି । Read more
ପୋଲସରା ପଞ୍ଚାୟତ ସମିତି ସଭା ଗୃହ ଠାରେ ଭିଆରପିଏସ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଛନ୍ତି। Read more
ବିଧାୟକ ଶ୍ରୀକାନ୍ତ ସାହୁ ମନ୍ଦାର ଗ୍ରାମ ଠାରେ ୭୨ତମ ବନ ମହୋତ୍ସବ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। Read more
ପୋଲସରା ବ୍ଲକ ଅନ୍ତର୍ଗତ ବର୍ତ୍ତିନି ଗ୍ରାମ ଠାରେ ଚାରା ବିତରଣ କେନ୍ଦ୍ରକୁ ବିଧାୟକ ଶ୍ରୀକାନ୍ତ ସାହୁ ଉଦ୍ଘାଟନ କରିବା ସହ ଲୋକମାନଙ୍କୁ ଚାରା ବଣ୍ଟନ କରିଛନ୍ତି । Read more
ପୋଲସରା ବ୍ଲକ ଅନ୍ତର୍ଗତ ମନଶିଳା ଗ୍ରାମର ଗୋପାଳ ସମାଜ କୂଳ ଗୃହକୁ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦ୍ଘାଟନ କରିଛନ୍ତି । Read more
କୋବିଡ଼ ନିୟମ ଫୁ, ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ଟୀକା କେନ୍ଦ୍ରର ଦୃଶ୍ୟ ନାଁ ଅଛି ସାମାଜିକ ଦୂରତା ନାଁ ଅଛି ମାସ୍କ । Read more