ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଓ ଆମ ଓଡ଼ିଶା ରକ୍ତଦାନ ଅଭିଯାନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି । Read more
ଗଞ୍ଜାମ ଜିଲ୍ଲାର ଆସ୍କା ପୁଲିସ୍ ଜୁଆ ଆଡ୍ଡାସ୍ଥଳୀ ଚଢାଉ କରି ୧୧ ଜଣଙ୍କୁ ଗିରଫ କରିବା ସହିତ ୨୧୨୦୦ ଟଙ୍କା ଜବତ କରାଯାଇଛି । Read more
ଧର୍ମଶାଳା ବ୍ଲକ ଅଂଶୁମାନ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି । Read more
କରୋନା ଯୋଦ୍ଧା ଭାବରେ ଧର୍ମଶାଳା ବିଡିଓ ସୁଶ୍ରୀ ସ୍ମିତା ରଥଙ୍କୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କାଏମା ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। Read more
ପୋଲସରା ବ୍ଲକ ମଥୁରା ଓ ଉସ୍ତାପଡା ଗ୍ରାମର ସଂଘରୋଧ କେନ୍ଦ୍ରକୁ ବିଧାୟକ ଶ୍ରୀକାନ୍ତ ସାହୁ ଯାଇ ପ୍ରବାସୀ ଓଡ଼ିଆ ମାନଙ୍କ ସମସ୍ୟା ବୁଝିଛନ୍ତି। Read more
ନିକଛ ବନ୍ଧୁତ୍ବ ! ଏହି ଦୃଶ୍ୟ ଯାଜପୁର ବ୍ଲକ ମହେଶ୍ୱର ପୁର ପଞ୍ଚାୟତ ନିଶ୍ଚନ୍ତା ଅଞ୍ଚଳର ଯୁବକଙ୍କ ପାଖକୁ ଦୈନିକ ମାଙ୍କଡ଼ ମାନେ ଆସନ୍ତି ଓ ବିସ୍କୁଟ ଖାଇ ଚାଲିଯାଆନ୍ତି । Read more
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ପ୍ରଥମିକ ସ୍ବାସ୍ଥ୍ୟ କେନ୍ଦ୍ର,କୁଲାଗଡ,ଆଇସୋଲେସନ୍ ପାଇଁ ପ୍ରସ୍ତୁତ ହୋଇଥିବା ମହାତ୍ମା ଗାନ୍ଧୀ ହାଇସ୍କୁଲ,ଶେରଗଡ ଓ କୁଲାଗଡ ହାଇସ୍କୁଲ ପରିଦର୍ଶନ କରି ତଦାରଖ କରିବା ସହିତ କୁଲାଗଡ ଠାରେ ସଙ୍ଗରୋଧ ରହିଥିବା ପରିବାର ସହିତ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଶେରଗଡ ବିଡିଓ ମଧ୍ୟ ଉପସ୍ଥିତ ଥିଲେ । Read more